Header Ads Widget

ଆସନ୍ତା କାଲି ରବିବାରଠୁ IPL-୧୪ ଖେଲା ଆରମ୍ଭ କରା ଜିବ। || IPL 2021


୧୯/୦୯/୨୦୨୧ ରବିବାର ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ ମୁକାବିଲାରୁ ଆଇପିଏଲ୍‌ର ଦ୍ବିତୀୟ ଚରଣ ଆରମ୍ଭ ହେବ । ୪ ମାସ ପରେ ଏହି ଆକର୍ଷଣୀୟ ପ୍ରତିଯୋଗିତା ଫେରୁଥିଲେ ମଧ୍ୟ ବହୁ ଅନ୍ତର୍ଜାତୀୟ ଖେଳାଳିଙ୍କ ବିନା ଖେଳାଯାଉଥିବାରୁ ଏହା ଅଧିକ ଚର୍ଚ୍ଚାରେ ରହିଛି । ଷ୍ଟାଡିୟମ୍ବକୁ ଦର୍ଶକ ଫେରୁଥିଲେ ମଧ୍ୟ ବହୁ ପରିଚିତ ଅନ୍ତର୍ଜାତୀୟ ଖେଳାଳିଙ୍କ ଅପ୍ରତ୍ୟାଶିତ ପ୍ରସ୍ଥାନ କିଛି ମାତ୍ରାରେ ଏହାକୁ କେବଳ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସୀମିତ ରଖିଦେଇଛି । ଏପ୍ରିଲ୍‌ ମାସରେ ଆଇପିଏଲ୍ ଆରମ୍ଭ ହୋଇଥିଲେ ମଧ୍ୟ କୋଭିଡ୍ ସଂକ୍ରମଣ ବଢ଼ିବାରୁ ମେ ’ ପ୍ରଥମ ସପ୍ତାହରେ ୨୯ ମ୍ୟାଚ୍ ସହ ଆଗୁଆ ସ୍ଥଗିତ ରହିଥିଲା । ଏବେ ରବିବାରଠାରୁ ଅବଶିଷ୍ଟ ୩୧ ମ୍ୟାଚ୍ ଖେଳାଯିବାର ଯୋଜନା ହୋଇଛି ।



Post a Comment

0 Comments